STORYMIRROR

Abhina Biswal

Romance

2  

Abhina Biswal

Romance

ପ୍ରେମ

ପ୍ରେମ

1 min
173

କିଏ କହେ ପ୍ରେମ ଚିର ଯୌବନ

କିଏ କହେ ପ୍ରେମ ବୃଦ୍ଧ

 ଆଉ,କିଏ କହେ ପ୍ରେମ ପ୍ରତୀକ୍ଷା କରାଏ

କରିଦିଏ ଶ୍ୱାସରୁଦ୍ଧ  l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance