STORYMIRROR

Liza Senapati

Romance Others

2  

Liza Senapati

Romance Others

ଜୀବନ

ଜୀବନ

1 min
114

ଜୀବନ ର ମୋଡରେ,

ପ୍ରେମତ ଅମୃତ।

ପ୍ରେମ କି ପୋଖରି ,

ମାପି ଦେବ ତାର ଗଭୀର।

ପ୍ରେମ ତ ସାଗର ,

କିଏ ବା ମାପିବ ତାକୁ।

ସେତ ଛଳଛଳ ଆଖିର,

ଢ଼ଳ ଢ଼ଳ ବିନ୍ଦୁ ଲୁହ।

ପ୍ରେମତ ଝରଣା ବହିଯିବ,

ଦେଇ କେତେ ପଥ ପ୍ରାନ୍ତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Liza Senapati

କିଛି

କିଛି

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ବନ୍ଧନ

ବନ୍ଧନ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଯାଦୁ

ଯାଦୁ

1 min ପଢ଼ନ୍ତୁ

ହିରୋ

ହିରୋ

1 min ପଢ଼ନ୍ତୁ

ମୋ ଦେଶ

ମୋ ଦେଶ

1 min ପଢ଼ନ୍ତୁ

Similar oriya poem from Romance