STORYMIRROR

Pramila Mohanty

Inspirational

4  

Pramila Mohanty

Inspirational

ଜୀବନ ଯୁଦ୍ଧ

ଜୀବନ ଯୁଦ୍ଧ

1 min
37


ଜୀବନ ଟା ସଂଘର୍ଷ ମୟ

ନୁହେଁ ଫୁଲ ର ପାଖୁଡ଼ା 

କାହାରିକୁ କଣ ସହିବାକୂ

ପଡେ

କାହାରିକୁ ନ ଥାଏ ଜଣା

ଜୀବନ ଯୁଦ୍ଧ ରେ

ହୋଇ ଗଲେ ବାଟ ମାରଣା

ଦୁଃସହ ସମୟ ହଳାହଳ

 ବିଷ ଭଳି ଲାଗେ

ବିପଥ ଗାମି ହୋଇ ଯୀଏ

   ଭାବନା

ମଣିଷ ହୋଇ ଯାଏ

    ଆନମନା

ସମ୍ଭାଳି ନ ହୁଏ ଯନ୍ତ୍ରଣା

ହାରି ଯାଏ ଜୀବନ

ଇଚ୍ଛା ହୂଏ ନାହିଁ

ଶୁଣି ବାକୁ କାହାରି ମନ୍ତଣା

ତଥାପି ବଞ୍ଚି ରହିବାକୁ ହୁଏ

ନିଜ କୁ କରି ମାଜ୍ରନା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational