STORYMIRROR

Gyanaranjan Sahoo

Inspirational

2  

Gyanaranjan Sahoo

Inspirational

ଜୀବନ ରାଗ - ୧୫

ଜୀବନ ରାଗ - ୧୫

1 min
14.3K


ଜାଗୃତି କହେ ସ୍ବତନ୍ତ୍ର ସଭିଏଁ

ସଂସ୍କାର ସଂସ୍କୃତି ଅପଭ୍ରଂଶ ଦ୍ବାହିଦେଇ

ରୀତିନୀତି କ୍ରାନ୍ତି ଆଖି ଝଲସଇ

ସ୍ନେହ ମମତାକୁ ଯାଅ ଖାଇ ।


ପରମ୍ପରା ନାମେ ପ୍ରତି ପରିବାରେ

ପ୍ରୀତି ଲହୁ ଲୁହାଣେ କାନ୍ଦଇ

ହୃଦୟ ମାଧୁରୀ ହଜାଇ ଖୋଜୁଛ କାହିଁ

ନିଜ ନିଷ୍ଠାକୁ ପରଖ ସତିଆ ସାବିତ୍ରୀ ଛାଇ ।


Rate this content
Log in

Similar oriya poem from Inspirational