STORYMIRROR

Geeta Sarangi

Inspirational Thriller

3  

Geeta Sarangi

Inspirational Thriller

ଜୀବନ ଗୀତା-୪୩୭

ଜୀବନ ଗୀତା-୪୩୭

1 min
109

ଜୀବନର ଯାଦୁଖେଳ

ସାରା ପୃଥିବୀରେ

ଚିତ୍ରାୟିତ ଚିତ୍ରନାଟ୍ୟ

ମଣିଷ ମୁହଁରେ ॥୦॥

ଦୈନନ୍ଦିନ ଚତୁର୍ଦ୍ଦିଗେ 

ଯେତେ ଅବକ୍ଷୟ

କଳା ସଂସ୍କୃତିରେ ସବୁ

ହେଉଥାଏ ଦୃଶ୍ୟ

ସମାଜର ଆଜି ଯେତେ ଅବନତି

ସାହିତ୍ୟ ମୁଖର କରେ 

କଥା କବିତାରେ ॥୧॥

ପ୍ରଯୁକ୍ତି ବିଦ୍ୟା ବିଜୟୀ

ମଣିଷ ତ ଆଜି

ହୃଦୟ ସଂପର୍କ କିଂତୁ

ଯାଉଅଛି ଭାଜି

ଚତୁର ମଣିଷ ମେସିନର ଦାସ

ସୁଖର ସଂସାର କିଂତୁ

କରି ତ ନପାରେ ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational