STORYMIRROR

Geeta Sarangi

Inspirational Others

3  

Geeta Sarangi

Inspirational Others

ଜୀବନ ଗୀତା-୩୭୭

ଜୀବନ ଗୀତା-୩୭୭

1 min
374


ଲୁହ ଲହୁର ଜୀବନ

ଜନମରୁ ଜିଉଁଛି ନିତି

ଝରିଯାଏ ଲୁହଲହୁ

ଜୀବନର ହୁଏନା ଇତି ॥୦॥

ହାତେ ଧରି ତରବାରୀ

ଲଢିଛି ଯୁଦ୍ଧ

ରଣକ୍ଷେତ୍ରେ ଶତ୍ରୁ ନୁହେଁ

ନିଜ ସହିତ

ଆଜିବି ବଦଳି ନାହିଁ

ଗତଦିନ ପୁରୁଣା ସ୍ଥିତି ॥୧॥

ତିକ୍ତ ହୋଇଛି ସଂପର୍କ

ଭାଂଗିନି ନୀଡ

ବହି ଯାଇଛି କେତେତ

ଅଦିନ ଝଡ

ଭିଡ ଭିତରେବି ଆଜି

ଏକୁଟିଆ ଲାଗଇ ଅତି ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational