STORYMIRROR

Geeta Sarangi

Inspirational

3  

Geeta Sarangi

Inspirational

ଜୀବନ ଗୀତା-୩୧୮

ଜୀବନ ଗୀତା-୩୧୮

1 min
406


ଜୀବନ କ୍ଷଣ ଭଙ୍ଗୁର

ଆଜି ଅଛି କାଲି ନାହିଁ

ତଥାପି କେତେ ମଧୁର ॥୦॥

କେବେ ସେ ଉଜୁଡା କ୍ଷେତ

କେବେ ଝାଉଁବଣ ଗୀତ

ଜୀବନର ମୋହ ଏଡି

କିଏବା ଯାଇଛି ଛାଡି

ଲାଗିଛି ବୋଲି ଅସାର ॥୧॥

କେବେ କାଉଁରି କୁହୁକ

କେବେ ସେ ଫୁଲ ମହକ

ଭୁରୁଭୁରୁ ତା ବାସନା

ମନରେ ଭରେ କାମନା

ଅସରା ତା ମହୁଝର ॥୨॥




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational