STORYMIRROR

Geeta Sarangi

Inspirational Others

3  

Geeta Sarangi

Inspirational Others

ଜୀବନ ଗୀତା-୨୯୧

ଜୀବନ ଗୀତା-୨୯୧

1 min
277


ଜୀବନ ତ କେବେ ନୁହେଁ

ମୁକ୍ତ ଗୋଟେ ପକ୍ଷୀ ଭଳି

ଉଡୁଥିବ ଆକାଶରେ

ଛୋଟଛୋଟ ଡେଣା ମେଲି ॥୦॥

ସାରା ଆକାଶ ଅଟେ ତାହାର

ମାଟି ଦିଅନ୍ତା ମିଠା ଆହାର

ଉଡ଼ିଉଡ଼ି କ୍ଳାନ୍ତ ହେଲେ

ବସାକୁ ଆସନ୍ତା ଫେରି ॥୧॥

ଗୋଟେ ଜୀବନ କେତେ ବଂଧନ

ନିଜର ବୋଲି ନାହିଁ ତ ମନ

ଖଟିଖଟି କ୍ଳାନ୍ତହେଲେ

ପଞ୍ଜୁରିକୁ ଆସେ ଫେରି ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational