STORYMIRROR

kamal kumar dash

Action Fantasy

4  

kamal kumar dash

Action Fantasy

ଜୀବନ ବାଟରେ

ଜୀବନ ବାଟରେ

1 min
557


 ମରଣ ଦୁଆରେ   ଜୀବନ ବାଟରେ 

       ଚାଲିଛି ମୁଁ ଏକା ଏକା 

ଜାଣିନି କେଉଁଠି      ଆସିଯିବ ତୁମେ 

     ହୋଇଯିବ ତୁମ ଦେଖା । (୧)

ଜୀବନ ଟା ପରା    ହସ କାନ୍ଦଭରା 

      କେବେ କଣ୍ଟା କେବେ ଫୁଲ 

ଯେ ବୁଝିଛି ଥରେ  ଖୁସି ସେ ସବୁରେ 

      ଏଇତ ଜୀବନ ମୂଲ । (୨)

ଜୀବନ ଯନ୍ତ୍ରଣା      ଦୁଃଖ ସମୁଦ୍ର ରେ 

      ସ୍ମୃତି ମୋ ମୁକୁତା ଟିଏ 

ଆମ ଅନ୍ଧାରରେ   ଉଆଁସ ରାତିରେ 

      ଆସି ଖୁସି ବିଞ୍ଚିଯାଏ । (୩)

 


Rate this content
Log in

Similar oriya poem from Action