STORYMIRROR

Liza Senapati

Abstract

3  

Liza Senapati

Abstract

ଜୀବଜନ୍ତୁ

ଜୀବଜନ୍ତୁ

1 min
12K

ମାଟି ର ଗରଭେ ,

କେତେ ଜୀବ ହୁଅନ୍ତି ସୃଷ୍ଟି,

ନାନା ଜାତି ଜୀବକୁ ନେଇ ଗଢା ମୋର ପୃଥିବୀଟି,

ମାନବ ସାଥିରେ କରନ୍ତି ବସବାସ,

କେତେ ଯେ ଜୀବନ,

ସୁନ୍ଦର ଏଇ ଉପବନେ,

ପଶୁପକ୍ଷୀ ମୋର ସାଥି,

ପୁଲକେ ତାଙ୍କ ଆମରି ପ୍ରାଣ,

ଆମ ପାଇଁ ସେ ଜୀବନ,

ବଚିଂଚୁ ଆମେ ତାଙ୍କରି ଦାନେ,

ତାଙ୍କ ବିନା ଆମେ କିଛି ତ ନୁହଁ,

କେବେ ହେଇ ଖାଦ୍ୟ,

କେବେ ହେଇ ରକ୍ଷକ,

କେବେ ପୁଣି ଜନନୀ ସାଜି ଆମ ଜୀବିକା,

କରିଛନ୍ତି ତାଙ୍କ ପାଖେ ୠଣୀ,

ନକର କେବେ ତାଙ୍କୁ ହତାଦାର,

ତାଙ୍କରି ପାଇଁ ଚାଲିଚି ଆମ ସଂସାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Liza Senapati

କିଛି

କିଛି

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ବନ୍ଧନ

ବନ୍ଧନ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଯାଦୁ

ଯାଦୁ

1 min ପଢ଼ନ୍ତୁ

ହିରୋ

ହିରୋ

1 min ପଢ଼ନ୍ତୁ

ମୋ ଦେଶ

ମୋ ଦେଶ

1 min ପଢ଼ନ୍ତୁ

Similar oriya poem from Abstract