STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ଜାତି ଅଜାତି

ଜାତି ଅଜାତି

1 min
221

ତୁମେ କେଉଁ ଜାତିର

କେଉଁ ରଙ୍ଗର

କେଉଁ ଉପଜାତିର

କେଉଁ ଧର୍ମର

ତୁମ ଗୋତ୍ର କ'ଣ ଯେ

ତୁମ ଜାତି ପରା ହୀନ ଜାତି

ତୁମକୁ ଛୁଇଁଲେ

ହୁଏ ପାପ

ଆଉ

ତୁମ ମୁହଁ ଦେଖିଲେ

ମିଳେ ନରକ

ତୁମ ଆଶୀର୍ବାଦ ବି ଲୋଡ଼ା ନାହିଁ

ଏହା ତ ଆମ ପାଇଁ

ଆଉ ଆମ ସମାଜ ପାଇଁ ଅଭିଶାପ


ହେଲେ

ତୁମେ ବି ତ

ଆମ ପରି ମଣିଷ

ଲାଲ ରକ୍ତ ଆଉ ମାଂସରେ ଗଢ଼ା ଆମପରି

ତୁମକୁ ବି କଷ୍ଟ ଲାଗେ

ଆଉ ବାଧେ ଦୁଃଖ

ଆଉ ମିଠା କଥା ଶୁଣି

ତୁମେ ବି ତ ହସ ଖିଲି ଖିଲି

ହେଲେ


Rate this content
Log in

Similar oriya poem from Abstract