STORYMIRROR

Reeta aparajeeta Mohanty

Tragedy

3  

Reeta aparajeeta Mohanty

Tragedy

ଇରଫାନ ତାରା ହେଇଗଲେ -ରୀତା

ଇରଫାନ ତାରା ହେଇଗଲେ -ରୀତା

1 min
11.6K

ସିନେମା ଜଗତର ତାରା ଥିଲେ।

ଜୀବନର ସବୁ ଯୁଦ୍ଧ ରେ ଜିତୁଥିଲେ

ହେଲେ କ୍ୟାନସର ରୋଗଠୁ ହାରିଗଲେ ।

ଏହା ସିନେମା ଜଗତ ପାଇଁ ବଡ଼ ଷେତି।

କେବଳ ହିନ୍ଧି ସିନେମା ନୁହେଁ

ହଲିଉଡ଼ରେ ତାଙ୍କ ନାଁ ଡାକ ଥିଲା।

ସେ ନିଜ ଅଭିନୟ ପାଇଁ

କୋଟି କୋଟି ହୃଦୟ ଜୟ କରିଥିଲେ।

ପାନସିଂହ ତୋମର ପାଇଁ ଜାତୀୟ ପୁରସ୍କାର ମିଳିଥିଲା।

ଚାଣ୍ୟକ, ଭାରତ ଏକ ଖୋଜ ,ଚନ୍ଦ୍ରକାନ୍ତl

ସିରିୟଲ ଚାଲିଥିଲା ତାଙ୍କ ଅଭିନୟର ଯାଦୁ

ପଦ୍ମଶ୍ରୀ ପରି ସମ୍ମାନ ରେ ସମ୍ମନିତ

ସଲ୍ମ ଡ଼ଗ ଅଫ ମିଳିନୀୟମ ,ଇନଫେନୋ

ତାଙ୍କୁ ଆନ୍ତର୍ଜାତିକ ଖ୍ୟାତି ଆଣି ଦେଇଥିଲା

ସେ ସହଜ ସରଳ ଭାବେ

ସବୁ ପ୍ରକାର ର ଚରିତ୍ର କରିପାରୁଥିଲି

ସାରା ଦେଶ ତାଙ୍କ ବିୟୋଗ ରେ ମର୍ମାହତ

କଳା ଜଗତ ପାଇଁ ଏକ ଅପୁରଣୀୟ କ୍ଷେତି

୨୯ -୪-୨୦୨୦ ତାଲାବନ୍ଦର ସବୁଠାରୁ ଦୁଖଃଭରl

ଖବର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy