STORYMIRROR

Prabhanjana Tripathy

Inspirational

3  

Prabhanjana Tripathy

Inspirational

ହୃଦୟେ

ହୃଦୟେ

1 min
91

ଜୀବନ ତ ଦିନେ ଛାଡି ଚାଲିଯାଏ

ସମ୍ପର୍କ ଦେଇଭାଙ୍ଗି

ଦୁଃଖ ଓ ଯନ୍ତ୍ରଣା ସ୍ମୃତି ହୋଇଯାଏ

କରିଥିଲେ ଆଚ୍ଛା ସଙ୍ଗି ।

ତା ଆଗରେ ମୁଣ୍ଡ ନଇଁବା ଆଗରୁ

ଶରୀର ଖାଇବ ଜୁଇ

ଏ ଦୁନିଆଁ ଛାଡି ଚାଲିଯିବା

ସଭିଙ୍କର ମନ ଛୁଇଁ ।

ପୂର୍ବରୁ ନିଜ ଶବ୍ଦ ଓ ଭାଷା

ସୁରକ୍ଷିତ କରି ଥୋଇ

ଜୀଵ ଗଲାପରେ ସ୍ମୃତି ଜାଳୁଥିବ

ସମ୍ପର୍କ ବନ୍ଧ ହୋଇ ।

ମାଧ୍ୟମରେ ଆମେ ବଂଚି ରହିବା

ସ୍ନେହ ପ୍ରେମ ଭାଵ ପାଇଁ

ସଭିଙ୍କ ହ୍ରୁଦୟେ ରାଜ କରିବା

ହୃଦୟେ ହୃଦୟ ଦେଇ l


विषय का मूल्यांकन करें
लॉग इन

Similar oriya poem from Inspirational