STORYMIRROR

Sasmita Acharya

Inspirational

2  

Sasmita Acharya

Inspirational

ହୃଦୟେ ତୁ ରହୁ ମୋର

ହୃଦୟେ ତୁ ରହୁ ମୋର

1 min
13.3K


ତୋ ଆଖିରେ ଯେବେ

ମୋ ଆଖି ମିଶେ ମାଆ

ଲୁହ ଧାର କାହିଁ ଝରେ ……||

ତୋ ନାମ ଥରେ

କଣ୍ଠେ ଉଚାରିଲେ

ମୋ ହୃଦୟ କାହିଁ ଥରେ……||

କହିବୁ କି ମାଆ

କି ଭାବ ଦେଇଛୁ

ଛୋଟ ହୃଦୟରେ ମୋର……

ତୋ ବିନା ସବୁ

ଶୂନ୍ୟ ଲାଗେ ମୋତେ

ହୃଦୟେ ତୁ ରହୁ ମୋର……||


Rate this content
Log in

Similar oriya poem from Inspirational