STORYMIRROR

Manisha Pattnayak

Comedy Inspirational

3  

Manisha Pattnayak

Comedy Inspirational

ହିସାବ

ହିସାବ

1 min
332


ଆଧୁନିକ ନାରୀ ଭାରି ସିଆଣି

ଉପରେ ହଁ କୁ ଭିତରେ ନାହିଁ

ଆଧୁନିକ ନାରୀ ର ଓଢ଼ଣା କାଇଁ

ପାଦରେ ଅଳତା ନାହିଁ ।।


ଆଧୁନିକ ନାରୀ ଚଞ୍ଚଳ ଗାମିନୀ

ସିନେମା ଦେଖା ପାର୍କ ବୁଳା

ଆଧୁନିକ ନାରୀ ର ଗହଣା ନାହିଁ

ସୁନ୍ଦର ଅଭିନୟ କରନ୍ତି ।।


ଆଧୁନିକ ନାରୀ ଚହଟଇ ମଲ୍ଲି ଭୁଲ

କଲେ ଗାଲି ଦିଅନ୍ତି

ଆଧୁନିକ ନାରୀ ମୁଣ୍ଡରେ ବସି 

ଶାଶୁ କୁ ଦିଅନ୍ତି କୋସି ।।


ଆଧୁନିକ ନାରୀ ରଜନୀ ଗନ୍ଧା

ସ୍ୱାମୀ କୁ କରନ୍ତି ବନ୍ଧା

ଆଧୁନିକ ନାରୀ ବେସି ସୁନ୍ଦରୀ

ମନକୁ ମୋହି ନିଅନ୍ତି ।।


ଆଧୁନିକ ନାରୀ ର ନାହିଁ ସଂସ୍କାର

ଚାଳିଯାଏ ଦମଦମ

ଆଧୁନିକ ନାରୀ ଉର୍ଗ ଚଣ୍ଡି

କହିଲେ ମାଡି ବସନ୍ତି ।।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy