Click Here. Romance Combo up for Grabs to Read while it Rains!
Click Here. Romance Combo up for Grabs to Read while it Rains!

Pramila Mohanty

Classics


3  

Pramila Mohanty

Classics


🙏 ହେ ପ୍ରଭୁ🙏

🙏 ହେ ପ୍ରଭୁ🙏

1 min 11.4K 1 min 11.4K

ତବ ମନ୍ଦିରେ

ପ୍ରଭୁ ଆଜି କି ଦୀପ 

      ଜଳିଲା

ଶିଖାର ଆଲୁଅ ଅଦୃଶ୍ୟ

    ହୋଇଲା

ତଵ ମନ୍ଦିର ରେ ଆଜି

   କି ଘଣ୍ଟି ବାଜିଲା

ଘଣ୍ଟିର ନାଦ କିଆଁ  

  କାନେ ଶୁଭିଲା

ବେକରେ ଆଜି କିମାଳ

      ପିନ୍ଧିଲ

ଦୋହଣାର ମହକ   

କିଆଁ ନ ମହକିଲା

ତୁମ ଠାବେ ଆଜି ପ୍ରଭୁ

କି ଭୋଗ ଲାଗିଲା

ଆନନ୍ଦ ବଜାରରେ

ନିରିମାଲ ନ ମିଳିଲା

 ମଥା ରେ ତୁମର

କେଉଁ ଚିତା ଲାଗିହେଲା  

 ସୁବର୍ଣ୍ଣ ର ରଙ୍ଗ କିଆଁ

   ନ ଝଟକିଲା

କେଉଁ ଝୋଟି ଆଜି

ବଡ଼ଦାଣ୍ଡରେ ପଡ଼ିଲା

 ମୁରୁଜର ରଙ୍ଗ କିଆଁ

   ଫିକା ପଡ଼ି ଗଲା

କେଉଁ ଦେବଦାସୀ ଆଜି

  ନୃତ୍ୟ ରତ ଥିଲା

ନୁପୁର ର ରୁଣୁଝୁଣୁ

 ତାନ କିଆଁ ଧିମେଇ

      ଗଲା


Rate this content
Log in

More oriya poem from Pramila Mohanty

Similar oriya poem from Classics