ହାର୍ ମାନିଯିବି
ହାର୍ ମାନିଯିବି
ଜୀବନର ମାନସାଙ୍କ କସୁ କସୁ
ହୁଏତ କେତେବେଳେ
ଜୀବ ଗଣିତରେ ମୁଁ ଅକୃତକାର୍ଯ୍ୟ
ହୋଇପଡେ ମୁଁ
ଜାଣିପାରେନା ତଥାପି ତ
ହାର୍ ନ ମାନି ଆଗକୁ ଆଗକୁ
ଚାଳିବାକୁ ଖୁବ୍ ପ୍ରୟାସ କରେ ମାତ୍ର
ହୁଏତ କେତେବେଳେ ଯେ
ଅଚାନକ୍ ହାର୍ ମାନିଯିବି
ତାହା ମୁଁ ଏକା ଭାବିପାରେନାଁ ।
