STORYMIRROR

Jagannath Das

Inspirational

4  

Jagannath Das

Inspirational

ଗୁରୁଦେବ ପ୍ରାର୍ଥନା

ଗୁରୁଦେବ ପ୍ରାର୍ଥନା

1 min
250


ହେ -ପରମ

ଗୁରୁଦେବ ପ୍ରଣମ୍ୟ

ତୁମେତ ଆଲୋକ ର ରେଖା


ତୁହି କାରଣ

ମୁହିଁ ତ କାର୍ଯ୍ୟ

ଦେଖାଠାରୁ ହୁଏ ଶିଖା....l


କରଣୀରେ ଯେବେ

ପ୍ରତିଫଳ ତେବେ

ସୁନ୍ଦର କିବୁଝେ ଅଦେଖା


ଅସତ୍ୟ ତ ଏବେ

ପରିଦୃଷ୍ଟ ଯେବେ

ନାଶିଥାନ୍ତି ତ ସୁରେଖା...l


ହେ ଚିନ୍ମୟ

ସଦା ନାମ ମୟ

ଜଗତ କୁ କରୁ ରକ୍ଷା


ଜଗତ ବ୍ରହ୍ମ

ଅକର୍ମ କର୍ମ

ପ୍ରାଣୀଂକୁ ଦେଉ ସୁରକ୍ଷା....l


ସୁନୀଳ ଗଗନେ

ସବୁ ତାରା ଜହ୍ନେ

ସୁଦୀପ୍ତ ସୂର୍ଯ୍ୟ ର ରେଖା


ଅତ୍ୟନ୍ତ ନିମଗ୍ନେ

ଶିଷ୍ୟେ ରଖୁ ଧ୍ୟାନେ

ଯୁଗାନ୍ତ ବର୍ଣିତ ବ୍ୟାକ୍ଷା...ll


Rate this content
Log in

Similar oriya poem from Inspirational