STORYMIRROR

Gyanendriya Dash

Children

3  

Gyanendriya Dash

Children

ଗୁରୁ

ଗୁରୁ

1 min
197


ଗୁରୁ ହିଁ ପରମ ଠାକୁର

ଗୁରୁଙ୍କୁ ସଦା ଭକ୍ତି କର ।


ଗୁରୁ ଦିଅନ୍ତି ବୁଦ୍ଧିଜ୍ଞାନ

ଗୁରୁ ହିଁ ଜଗତେ ମହାନ ।


ସଂସ୍କାର ସଂସ୍କୃତିର ବଳେ

ଗଢ଼ନ୍ତି ଶିଷ୍ୟଙ୍କୁ ସରଳେ ।


ଗୁରୁ ଅଟନ୍ତି ନୀତିବାନ

ଶ୍ରଦ୍ଧା ଓ ସ୍ନେହ ପ୍ରତି ଧ୍ୟାନ ।


ଅଟନ୍ତି ଗୁରୁ ପିତାମାତା

ଗୁରୁ ଯେ ଶ୍ରେଷ୍ଠ ଶିକ୍ଷା ଦାତା ।


ଗୁରୁଙ୍କ ହେବା ଆଜ୍ଞାଧୀନ

ଲଭିବା ଯଶ ଓ ସମ୍ମାନ ।


ଜଗତେ ବଢ଼ିବ ସୁଖ୍ୟାତି

ଗୁରୁଙ୍କୁ ପୂଜିବା ନିଇତି ।


ହେ ଗୁରୁ ପରମ ଠାକୁର

ଘେନିବ ପ୍ରଣିପାତ ମୋର ।


Rate this content
Log in

Similar oriya poem from Children