STORYMIRROR

Susil Pani

Tragedy

2  

Susil Pani

Tragedy

ଗରିବ

ଗରିବ

1 min
305

ଦାନା ନାହିଁ କନା ନାହିଁ ,

             ନାହିଁ ଘର ଦ୍ବାର ।।

ନାହିଁ ତା ମାନ ସମ୍ମାନ,

       ଭିକ ପାଇଁ ବୁଲେ ବାରଦ୍ବାର ।।

ଭିକ ମିଳିଲେ ମୁଠାଏ ଖାଏ,

             ନ ମିଳିଲେ ଉପାସ ।।

ସଂସାର ଚଳେଇବା ପାଇଁ,

             ଅଟେ ସେ ଅସମର୍ଥ ।।

କାହାଆଗେ କହିବ ତାର,

             ଦୁଖଭରା କାହାଣୀ  ।।

ଦୁନିଆଁଟା ସ୍ବାର୍ଥପର ତେଣୁ,

         ମନ ଖୋଲି କେବେ କହିନି ।। 

ଏକା ତା ସାହା ଭରଷା,

          ଜଗତର ନାଥ ଜଗନ୍ମାଥ ।।

ତାଙ୍କ ନାମ ଭଜନ କରି,

         ମାଗେ ଦ୍ବାରେ ଦ୍ବାରେ ଭିକ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy