ଗଣପର୍ବ ରାଜା
ଗଣପର୍ବ ରାଜା
ଅତୀତ
ବର୍ତ୍ତମାନ
ବନସ୍ତେ ଡାକିଲା ଗଜ
ବନସ୍ତେ ଡାକିଲା କାକ
ବନସ୍ତେ ଡାକିଲା ଗଜ
ବନସ୍ତେ ଡାକିଲା କାକ ବରଷକେ ଥରେ ଆସିଛି ଜଳ ନାହିଁ ଗଛ ନାହିଁ
ରଜ ବାଞ୍ଚିବୁ କେମତ
ଆସିଛି ରଜ ଲୋ ଘେନି ବଞ୍ଚିବୁ କେମତରେ ତମେ ହେଲ
ନୂଆଁ ସଜବାଜ(୧) ଆମ କାଳ (୧)
ଆକାଶେ ଝୁଲଇ ଦୋଳି ଆକାଶେ ଝୁଲଇ ମେଘ
ଆକାଶେ ଝୁଲଇ ଦୋଳି ଆକାଶେ ଝୁଲାଇ ମେଘ
ଚାଲ ସାଙ୍ଗମାନେ ଖେଳିବା ଚାଲ କୃଷି ଭାଇ କରିବା
ମେଳି ଚାଷ
ଖେଳିବା ମେଳିରେ ମଜା ନେବା ପାଣି ନ ପାଇ ମାଟି ହେଲା
ଦୋଳି ଖେଳି ପଥର
ସାଙ୍ଗମାନେ ମଜା ନେବା ହେଲା ପଥରରେ ଚାଷ କି
ଦୋଳି ଖେଳି (୨) ହୋଇବ ଭଲ (୨)
ପାଚିଲା ପଣସ , ଆମ୍ବ ଆସିଲା ନୂଆ କୋଠା , କାରଖାନା
ପାଚିଲା ପଣସ , ଆମ୍ବ ଆସିଲା ନୂଆ କୋଠା , କାରଖାନା
ପରଖି ନ କଲୁ ଯାହାଠି ଭାବ ଜଙ୍ଗଲ କାଟିଣ କରିଲ ସଫା
ଯାହାଠି ଭାବଲୋ ସେତ କରିଲ ସଫାରେ ନୂଆ ରୋଗ
ଦିନେ ଦାଗଦବ ହେଲା ଉଭା
ବଉଳ ଲୋ ସେତ ଦିନେ ହେଲା ଉଭାରେ ଆମେ ହେବା
ଦଗାଦବ (୩) ତା'ର ସଜା
ଭାଇମାନେ ଆମେ ହେବା
ତା 'ର ସଜା(୩)
ଥିରି ଥିରି ଝୁଲା ଦୋଳି ଘୁରି ଘୁରି ମନ ଖୋଜେ ଗଛଟେ
ଥିରି ଥିରି ଝୁଲା ଦୋଳି ଘୁରି ଘୁରି ମନ ଖୋଜେ ଗଛଟେ
ଓଢ଼ନି ଯାଉଛି ପବନେ ଖୋଜେ ଗଛଟେ ଆଉ କି ମିଳିବ
ଉଡି ସତେ
ପବନ ଉଡିଲୋ ଗଭା ଫୁଲ ଅତୀତ ଯାଉଛି ପବନେ ଉଡି
ଯାଏ ଉଡି ପବନେ ଉଡ଼ିଲୋ ତାକୁ କେ ରଖି
ବଉଳ ଲୋ ଗଭା ଫୁଲ ପାରୁଛି
ଯାଏ ଉଡି (୪) ଭାଇମାନେ ଗଛଟେ ଲଗାଉ
ଆଜି (୪)
ଉଠିଲା ବାଉଁଶ ଗଜା ଉଠିଲା ପାରଦ ସ୍ତମ୍ଭ
ଉଠିଲା ବାଉଁଶ ଗଜା ଉଠିଲା ପାରଦ ସ୍ତମ୍ଭ
ପରବ ଭିତରେ ରଜତ ରଜା ୪୫ ଡିଗ୍ରୀ ହେଉଛି ଖରା
ରଜତ ରଜା ଲୋ ଆସ ହେଉଛି ଖରାରେ ଅଂଶୁଘାତ ଦେବ
ମନେଇବା ମଜା ଆମକୁ ସଜା
ବଉଳ ଲୋ ଆସ ମନେଇବା ଆସ ବନେଇବା ବନ ଜଙ୍ଗଲ
ମଜା (୫) ବନ ଜଙ୍ଗଲରେ ମୁଁ କରୁଛି
ଅନୁରୋଧ
ଭାଇମାନେ ମୁ କରୁଛି ଅନୁରୋଧ(୫)

