STORYMIRROR

Priyadarsini Das.

Inspirational

3  

Priyadarsini Das.

Inspirational

ଏକତା ହିଁ ବଳ

ଏକତା ହିଁ ବଳ

1 min
12.3K

ଏକତା ମାପ ର ନାହିଁ କିଛି ମାନକ ଏକକ

ନାହିଁ କିଛି ମାପଦଣ୍ଡ


ଅଛି କେବଳ ପରିଣାମ

ଅତି ସୁନ୍ଦର ପରିଣାମ


ଯାହାକୁ ବୁଝି ପାରେନା 

ସ୍ୱର୍ଥି ମଣିଷ


ଯାହାକୁ ନିଭେଇ ପାରେନା

ଅଜ୍ଞାନୀ ମାନବ


ସଂଘ ରେ ଥିବା ବ୍ୟକ୍ତି ସର୍ବଦା ଶକ୍ତିଶାଳୀ

ଏକୁଟିଆ ଆତ୍ମା ଖାଲି କାନ୍ଦେ


ଏକତ୍ର ଥିବା ଲାଠି କୁ ଭାଙ୍ଗି ହୁଏନା

ଏକାଠି ଥିବା ପିମ୍ପୁଡ଼ି ପଲ ବି ଭାରି ଭୟଙ୍କର


ଏକୁଟିଆ ଥିବା ବ୍ରାଘ୍ୟ ବି ଥରେ ଥରେ ହୋଇଯାଏ ନିରାଶ

ଆଉ ସଂଘ ରେ ଥିବା ଗାଇ ବି ଜିତିଯାଏ


ଏକୁଟିଆ ଜଳ ବିନ୍ଦୁ ଠୁ 

ଅତି ଭୟଙ୍କର ଜଳ ବିନ୍ଦୁ ର ସମାହାର


ଏକତା ହିଁ ସର୍ବାଗ୍ରେ

କିନ୍ତୁ ଏବେ ଏକତା କୁ ଦେଖେଇବା ଟିକିଏ ଅଲଗା ରାସ୍ତା ରେ


ଏ ମହାମାରୀ ର ମୁକାବିଲା କରିବା 

ଟିକିଏ ସାମାଜିକ ଦୂରତା ମେଣ୍ଟେଇ


ଆମର ଏହି ଏକତା ଦୂରେଇ ଦେବ ଏ ମହାମାରୀ


ଯେବେ ଭାରତ ହେବ ଏକ

କେହି ବି ଶତ୍ରୁ ଜିତି ନ ପାରେ


ସେ ମହାମାରୀ ବି ହେଉ ନା କାହିଁକି

ଏକତା ର ଶକ୍ତି ହରାଇ ଦେବ ସଭି ଙ୍କୁ


Rate this content
Log in

Similar oriya poem from Inspirational