STORYMIRROR

SURESH KUMAR MOHAPATRA

Romance

2  

SURESH KUMAR MOHAPATRA

Romance

ଏକ ସ୍ବପ୍ନ ଟିଏ

ଏକ ସ୍ବପ୍ନ ଟିଏ

1 min
156

କେଉଁ ଏକ ସହର ରେ

ରତ୍ନ ଗର୍ଭାର ବସ୍ତିରେ 

ହଜିଗଲି ନଭ ଛନ୍ଦେ

ଗିରି ମଧ୍ୟେ ନନ୍ଦାତଟେ 

ଘଞ୍ଚ ବନେ ଉକୁଟ

ଠାଣିରେ ଥିଲା ଲାସ୍ୟକ 

ମଞ୍ଜୁପ୍ରାଣ ରଚନା ଯେ

ଏକପ୍ରାଣ ଲଟଭ ସେ

ସର୍ଦ୍ଧରିଶ ଦେହେ କଳା

ସେପୁରେ କିଞ୍ଚିତ ନୋହିଲା

ଆହା କି ମନୋହର ଦୃଶ୍ୟ

ଗିରିଭୁ କମାଣ୍ଡଳୁ ସେତ 

ନର୍ତ୍ତକୀ ପ୍ରାୟେ ନାଚଇ

ଖଗ ପୁଷ୍ପ ମଧ୍ୟେ ଧ୍ୟାଇ 

କସ୍ତୁରୀ ହେମଗ୍ନ। ଦେହେ ଲାଖି

ଘୋମଟାକୁ ଧୀରେ ଟାଣେ

ହୃଦୟ କମ୍ପନ ବଢେ

କୋଟି ଲାବଣ୍ୟକୁ ମାଖୀ

ଶ୍ୱେତଘୋଡା ମଧ୍ୟେ ବସି

କେଉଁ ହର୍ମେ ଗଲା ଛୁପି

ଉର୍ମିମାଳି ଗର୍ଭରୁ ଯେ

ଏକଟୋପ ନୀର ଝଟକେ

ମୋର ମୁଖ ପଖାଳିଲା

ନିଶା ମୋର ଭଗ୍ନ କଲା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance