STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ଏହାହିଁ ସତ୍ୟ

ଏହାହିଁ ସତ୍ୟ

1 min
178


  ମୃତ୍ୟୁ ତ ନ ବୁଝେ ବୃଦ୍ଧ କି ଯୁବକ

    ସତ୍ୟ ଏହି ଦୁଇ କଥା

  ଶ୍ମଶାନ ବୁଝେନା ଧନୀ କି ନିର୍ଦ୍ଧନ

    ସତ୍ୟ ଏଇ ଦୁଇ କଥା।


ଖାଲି ତନୁ ନେଇ ଜନମ ନେଇଛୁ

   ଫୁଙ୍ଗୁଳା ତୁ ଯିବୁ ଚାଲି

 କେତେ କରୁ ତୁହି ଗର୍ବ ଅହଙ୍କାର

   ତୋ ଶରୀର ମରୁ ବାଲି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational