STORYMIRROR

Rajat Kumar Nayaj

Abstract Others

2  

Rajat Kumar Nayaj

Abstract Others

ଏ ପ୍ରିୟା

ଏ ପ୍ରିୟା

1 min
13.7K


ନା ମୋ ମନର କଥା କହି ପାରିଥିଲି 

ନା ମୋ ସ୍ଵପ୍ନର ସ୍ନାପସଟ୍ ନେଇପାରିଥିଲି.... 

ନା ଏ ନିସଙ୍ଗ ହୃଦୟର ପ୍ରତିଟି ସ୍ପନ୍ଦନରେ 

ଲୁଚି ଥିବା କୋହକୁ ଦେଖେଇ ପାରିଥିଲି 

ନା ତୁମ ସ୍ମୃତି ସହ ମୋ ସ୍ମୃତିର ଏକ 

ଶେଷ ସେଲ୍ଫି ନେଇପାରିଥିଲି.... 

ଏ ପ୍ରିୟା ଥରେ ମୋ ପାଖକୁ ଆସନା ..... 

ମୋ ସ୍ଵପ୍ନର ଇଚ୍ଛାମୃତ୍ୟୁର ଶେଷ ଦସ୍ତାବିଜରେ 

ତୁମର ଶେଷ ସ୍ଵାକ୍ଷର ଦେଇ ଯାଅନା ....।

(ରଜତ କୁମାର ନାୟକ) 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract