STORYMIRROR

Rajat Kumar Nayaj

Inspirational

3  

Rajat Kumar Nayaj

Inspirational

ନାରୀ

ନାରୀ

1 min
13.5K


ଅନେକ ବନ୍ଧନରେ ଗଢ଼ା 

ଏକ ସମ୍ପର୍କର ସେତୁଟିଏ 

ଅନେକ ପ୍ରତିଶବ୍ଦର ସିଏ 

ଏକ ଅମୁଲ୍ୟ ଶବ୍ଦଟିଏ 

ଅନେକ ଭୂମିକା ବି ତାର 

ହେଲେ ଏକମାତ୍ର ଚରିତ୍ରଟିଏ 

ଈଶ୍ଵରଙ୍କ ଅଦ୍ଭୁତ ସୃଷ୍ଟିର 

ଏକ ଅମୁଲ୍ୟ କଳ୍ପନାଟିଏ 

ଏକ ନିଷ୍କପଟ ହୃଦୟର 

ମଧୁର ପ୍ରତିଶ୍ରୁତିଟିଏ 

ସିଏ ମା ଟିଏ...ଭଉଣୀଟିଏ 

ଝିଅ ଟିଏ...ସ୍ତ୍ରୀ ଟିଏ...ବାନ୍ଧବୀ ଟିଏ 

ହେଲେ ମମତାର ଏକ ନିଚ୍ଛକ ପ୍ରତୀକ 

ହଁ ସିଏ ନାରୀ ଟିଏ .... ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational