STORYMIRROR

Rajat Kumar Nayaj

Romance

2  

Rajat Kumar Nayaj

Romance

ପ୍ରତିଶୃତି

ପ୍ରତିଶୃତି

1 min
2.3K


ମୋ ଶେଷ ସ୍ପନ୍ଦନର ଶେଷ ଇଛାକୁ

ଥରେ ଶୁଣି ଯାଅନା 

ମୋ ହୃଦୟର ଶେଷ ଇଛା ପତ୍ରରେ 

ତୁମ ପ୍ରତିଶୃତିର ସ୍ୱାକ୍ଷର 

ଦେଇ ଯାଅନା .....

ମୁଁ ଜାଣିଛି ମୋ ସ୍ୱପ୍ନର ସ୍ନାପସଟ  

ନେଇପାରିବିନି 

ସେଥିପାଇଁ ତୁମକୁ ଶେଷ ଅନୁରୋଧ 

କ୍ଷଣିକ ପାଇଁ ମୋ ପାଖକୁ 

ଆସି ଯାଅନା 

ଆଉ ଆମ ଦୁହିଁ ଙ୍କ ଶେଷ ସାକ୍ଷାତର  

ଏକ ଶେଷ ସ୍ମୃତି ଛାଡି ଯାଅନା

(ରଜତ କୁମାର ନାୟକ)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance