STORYMIRROR

Rajat Kumar Nayaj

Romance

2  

Rajat Kumar Nayaj

Romance

ଅଚିହ୍ନା

ଅଚିହ୍ନା

1 min
13.5K


ସ୍ମୃତି

କାହିଁକି କେଜାଣି 

ଏ ଅଚିହ୍ନା ରାତିରେ 

ଅଜଣା ପଥରେ 

ଏକା ଏକା ହୋଇ 

ଖୋଜି ବୁଲୁଛି ମୁଁ 

ସେ ଚିହ୍ନା ଚେହେରା କୁ 

ସେ ଅଭୁଲା ହସ କୁ 

ସେ ନିବିଡ ପ୍ରେମକୁ 

ନିସ୍ବାର୍ଥ ସ୍ନେହ କୁ .....

ଆଖି ବୁଜି ଦିଏ 

ସ୍ବପ୍ନ ଆସିଯାଏ 

ସେ ସ୍ବପ୍ନ ସାଥିରେ 

କିଛି ସ୍ମୃତି ନେଇ 

ହାତ ଧରି ସିଏ 

ମୋ ଓଠୋରେ କିଛି 

ହସ ଭରି ଦିଏ ...

ପୁଣି କିଛି ସ୍ମୃତି ଛାଡି ଚାଲି ଯାଏ

                   (ରଜତ କୁମାର ନାୟକ) 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance