STORYMIRROR

Chittaranjan Lenka

Inspirational Abstract

2  

Chittaranjan Lenka

Inspirational Abstract

ଦୟା ନା ମାୟା ?

ଦୟା ନା ମାୟା ?

1 min
2.8K


ଶାରୀରିକ ଆଉ ମାନସିକ ଶକ୍ତି

ହେଉଅଛି ମୋର ଲୋପ

ସେଥିପାଇଁ ଏବେ ବେଶୀ ମନେପଡ

ଏହା ମୋ ପୂଣ୍ୟ ନା ପାପ ?

ଏହା ତୁମ ଦୟା ଅବା କ୍ରୋଧ ମାୟା

କେବଳ ତୁମକୁ ଜଣା

ଯାହା ହେଉ ପଛେ ମନେ ପଡିବାଟା

ମୋ ପାଇଁ ଶୁଭସୂଚନା

ଚିତ୍ତରଞ୍ଜନ ଲେଙ୍କା,

କଟକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational