STORYMIRROR

Sukanti Hotta

Inspirational

2  

Sukanti Hotta

Inspirational

ଦୂରେଇ ଯା ମୁହଁ ମୋଡି

ଦୂରେଇ ଯା ମୁହଁ ମୋଡି

1 min
3.1K

କରୋନା ଛାଡ଼ୁଛି ରଡି ଘରୁ ବାହାରିଲେ ଆସିବ ମାଡି ସାରା ବଉଁଶକୁ ଦେବ ଉପାଡି ଅମୂଲ୍ୟ ଜୀବନ ପଡିବ ଗଡି ପୁରା ପରିବାର ଯିବ ଉଜାଡି ଘରେ ରହିକରି ଦେବା ତଡି ଡାକ ଦେଲାଣି ଆରୋଗ୍ୟ ଘଡି ଦୂରେଇ ଯା ମୁହଁକୁ ମୋଡି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational