STORYMIRROR

Sunanda Mohanty

Abstract Classics Others

3  

Sunanda Mohanty

Abstract Classics Others

ଦୁଇ ଦିଗ

ଦୁଇ ଦିଗ

1 min
170

ଛଳନା ହୁଏତ କେବେ ପ୍ରତାରଣା 

କେବେ କେବେ କରେ ବାଟବଣା 

ନିଜେ ସାଜି ମନ୍ତ୍ରଣା ପାଏ ବି ଯନ୍ତ୍ରଣା 

 କାହାକୁ ବା ଶୋହେ କୁମନ୍ତ୍ରଣା 

ଛଳନା ଥିଲେ ଶେଷ ଜୀବନ ଗଞ୍ଜଣା 

ସେହି ଛଳନା ବି କେବେ କରେ 

ଜୀବନ ରକ୍ଷା, ଦିଏ ସୁରକ୍ଷା 

ସବୁ କଥାର ନଥା ପରି

ଛଳନା ନାଆଁରେ କେତେ କଣ ଲେଖା 

ନିଜେ ସେ ନିଜକୁ ବି କରେ ପରୀକ୍ଷା ନିରୀକ୍ଷା 

ଦୁଇଟି କଥାର କରିଥାଏ ବାଖ୍ୟା 

ଛଳନା ର ହୁଏ କେବେ କେବେ ଆତ୍ମସମୀକ୍ଷା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract