STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Inspirational Others

2  

ଓଡ଼ିଆ ଗଳ୍ପ ଓ କବିତା - ୩

Inspirational Others

ଦୁଃଖର ସାଥେ ଏଣିକି ମୋର

ଦୁଃଖର ସାଥେ ଏଣିକି ମୋର

1 min
12.9K


ଦୁଃଖର ସାଥେ ଏଣିକି ମୋର

ଆଳାପ ହୋଇଗଲା

କହିବି ନାହିଁ ଏଣିକି ମନ

ଖରାପ ହୋଇଗଲା

ବେଦନା ଆଜି ବିଳାସ ମୋର

ଲୁହ ମୋ ସୁଖ କଥା

ଦୁନିଆ ପାଇଁ ଲେଖିବା ମୋର

ବିଳାପ ହୋଇଗଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational