STORYMIRROR

DILIP KUMAR SAHOO

Inspirational

2  

DILIP KUMAR SAHOO

Inspirational

ଧୂଆଁ

ଧୂଆଁ

1 min
2.9K

  ତାଲା ବନ୍ଦ ଏବେ କରୋଣା ପାଇଁ

   ଶୁନ୍ ଶାନ୍ ରାସ୍ତା ଗହଳୀ ନାହିଁ

        ନାହିଁ କୋଳାହଳ ଗାଡି ମଟର

        ଶାନ୍ତ ସହର ଜୀବନ ସ୍ଥିର

   ଆକାଶ ଦିଶୁନି ଏବେ ଧୂସର

   ପବନରେ ନାହିଁ ଧୂଆଁ ଜହର

       ରାତି ପାହୁ ପାହୁ କୋଇଲି ଗାଏ

       କିଚିରି ମିଚିରି ଚଡେଇ ହୁଏ

   ପରିବେଶ ହେଲେ ସ୍ବଛ ଏମିତି

    ରୋଗ ବେମାରୀଙ୍କୁ ନଥାନ୍ତା ଭିତି ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational