STORYMIRROR

Samir Singh

Abstract Inspirational

3  

Samir Singh

Abstract Inspirational

ଧନ

ଧନ

1 min
168



ପାଖରେ ଥାଇ ବି ଧନ 

କେବେ ଭାବନା କାହାକୁ ହୀନ l


କେତେ ଦିନର ଜୀବନ 

ସବୁ ହୋଇଯିବ ଦିନେ ଶୂନ୍ୟ l


ଧନ ଆସେ ଯାଏ ଧନ

କର ତାକୁ ପାତ୍ରେ ଦାନ l



Rate this content
Log in

Similar oriya poem from Abstract