STORYMIRROR

ସ୍ମୃତି ଦୁରେ ଜନମି ଅଛ ଯେ ଦିନେ ମୃତ୍ୟୁ ହେବ ଏକ ଦିନ ମତାନ୍ଧତା ମନରେ ଭାବାନ୍ତର ତୋଳେ ଗୌରବରେ ତାଣ୍ଡବ ଗ୍ରାସିବ ପ୍ରାଣରେ ବିଶାରଦ ତା ପାଇଁ କି ମନରେ ଏତେ ଭାବନା କି ଜାଣିବା । ଯାହା ଆଣିଛି ଛାଡି ଯିବ ତୁମେ ଏଇ ଭବେ। କିଛି ନେବ ନାହିଁ ତୁମେ ଦୁନିଆରେ ଦୁଇ ରଙ୍ଗେ। ନଗଣ୍ୟ ଏହି ଜଗତ ପ୍ରେମମୟ ଗୋଂସେଇଁ ଗୌରବାନ୍ୟିତ ଅ।ସୁଛି କି ଯୁଗାନ୍ତର ବେଳ ସୃଜନ ସନ୍ଧିକ୍ଷଣ ପ୍ରେମ ଶାଶ୍ୱତ ଓ ପବିତ୍ର ଭାବାନ୍ତର

Oriya ମନରେ Poems