STORYMIRROR

MADHU MITA

Others

2  

MADHU MITA

Others

ହୃଦ ଡୋରି

ହୃଦ ଡୋରି

1 min
2.7K


କିଛି ଚାହାଣୀ..

କୁହେ ବହୁ କାହାଣୀ..!!


କିଛି କାହାଣୀ..

ଦିଏ ସ୍ମୃତି ବଖାଣି..!!


କିଛି ଅଭୁଲା ସ୍ମୃତି..

ଆଣେ ଆପଣା ଅନୁଭୂତି..!!


କିଛିଟା ଅନୁଭୂତି..

ରଖେ ପୁଣି ସ୍ମୃତି ସାଇତି..!!


କିଛି ସମ୍ପର୍କ..

ହରି ନିଏ ସବୁ ଦୁଃଖ..!!


କିଛି ଅବୁଝା ତର୍କ..

ଭାଙ୍ଗି ଦିଏ ସମ୍ପର୍କ..!!??


କିଛି ଦିନ ପରେ..

ଦେଖା ନ ହେଲେ ଥରେ..!!


ଭୁଲି ଯାଏ କି କେହି..

ଆଉ ନ ରଖି ମନରେ…??


କିଛି ଏମିତି ନାମ..

କେବେ ଭୁଲି ହୁଏନା…!!


ଯୋଡ଼ି ନ ହୋଇ ବି କେବେ..

ଦୁରେ ରହି ହୁଏନା…!!??



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍