ଚିହ୍ନା ମୁହଁ
ଚିହ୍ନା ମୁହଁ
ଚିହ୍ନା ମୁହଁ ସବୁ ଅଚିହ୍ନା ଲାଗନ୍ତି
ମୋର ବିପଦ ବେଳେ
ମୁଁ ମନେ ପକେଇଲା ବେଳେ |
ହେଲେ ଅଚିହ୍ନା ଆସି ଚିହ୍ନି ପାରନ୍ତି
କଥା ହୁଅନ୍ତି
ସାହାଯ୍ୟ ସହଯୋଗ ଦାବି କରନ୍ତି
ମୋର ଭଲ ସମୟରେ |
ଚିହ୍ନି ଥିଲେ ଭୂଲ ନାଁହି
ସ୍ୱାର୍ଥପର ହୁଅ ନାହିଁ
ବିବେକ କୁ ବିକ ନାଁହି
ନିଜକୁ ପ୍ରତାରଣା କର ନାହିଁ |
ନୂଆ ନୂଆ ଚିହ୍ନା କର
ଲୋକଙ୍କୁ ସାହାଯ୍ୟ କର
ତାଙ୍କ ହୃଦୟରେ ସ୍ଥାନ ନିଅ
ତାଙ୍କୁ ଭଲ ପାଅ |
