STORYMIRROR

Samir Singh

Inspirational

3  

Samir Singh

Inspirational

ଜୀବନ ସାର

ଜୀବନ ସାର

1 min
45

ଏ ଜୀବନରେ କି ଲାଭ ଅଛି

ନକରୀ ପାରିଲେ ପରର କିିଛି

କେତେ ଆସୁଛନ୍ତି କେତେ ଜାନ୍ତି

ସେବା କରିଥିଲେ ମନେ ରୁହନ୍ତି

ଖାଲି ହାତେ ଆସିଥିଲେ ଖାଲି ହାତେ ଯିବା

ହା ହା ହେଉଥିଲେ କଣ ପାଇବା

ସହି ସୁଖ ମିଳେ ସିନା କରୁଥିଲେ ସେବା

ସେଇ ପୂଣ୍ୟ ବଳେ ଆମେ ବୈକୁଣ୍ଠ ଯିବା

ଖାଲି ଖାଇ ଶୋଇ ଶୋଇ ଯେବେ ଯିବୁ ମରି

ତୋତେ କ୍ଷମା କରିବେନି ମୋର ଶ୍ରୀହରି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational