Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sourav Jal

Comedy

4  

Sourav Jal

Comedy

ଧେତ ରେ ମନ

ଧେତ ରେ ମନ

2 mins
416


ଟିମ ଟିମା ଜଏନ ରାତିର

ଝୁପ ଝୁପା ବରଷାର ଭିତରେ

ଥର ଥର ଶୀତ ର କାକରେ

ନୂଆ ବଛର ପୁରନା ସପନ

ଟଗର ଗଛ ର ଫୁଲ ଲେଖେନ

ଭୁଜା ମିକଚର ଫିକଲା ବାଗିର

ସବୁ ତଳେ ଭାଙ୍ଗି କରି ବିଛରୀ ଯାଇଛେ ।


ଫିରବି ବିପିଏଲ ଚାଉଳ ସଂକଲିଲା ମେତାନ

ମାହାଳିଆ ଭୋଟର ପଇସା ବାଗିର

ଛାତିର ନେ ପଥର ଟେ ପିଟି କରି

ଖଣ ଖଣିଆ ମନ କେ ଧରି

କଲେ କଲେ ଲୋକର ସାମନେ ହସି

ଦୁଃଖକେ ଭୁଲେଇ କରି

ସମିଆ ଆଇବାନ ବଲି ।


ମନର ବାକଂଟିତେତେଲ ରାସ୍ତା ନେ

ଢେକି କୁଟା ନେ ପିସଲା ଏନ୍ତା

କିନ୍ଦରି କିନ୍ଦରି ନାଚ ମଲ୍ଲୀ ଫୁଲ ବାଗିର

ସବୁ କିନ୍ଦରି ଯାଉଛେ

ଇ ଅଧୁରା ରାଏତ ର ସପନ ।


ମୋର ଭାଇର ଫୁପଲା ଦାତ

ଫଟା ଚପଲ ର କଣା କେ ଦେଖଲେ

ଚିର ଚିର ଚିରି ଗଲା ମେତାନ

ମରଡ଼ି କୁକରା ବାଂକଟି ତଣ୍ଟି

ଭାଏବ କେ ଲୁକେଇ କରି ।


ପାଏନ ଭିତରେ ଚି଼ଙ୍ଗରି ଚଟକନା

ଗପ କରି ଚିଲ ଚିଆଁ ଗିଲଲେ

ବୁଢା ଦଦା ର ଧୂତି ନେ ମୁହୂ ପୂଛଲେ

ଗୁର୍ଦୁଟେ ସମିଆ ଅଟକି କରି

ସବୁ ଶୁଣି କରି ଦେଖଲେ ବି

ବାଚବାର କେ ପଡୁଛେ ।


ଗାଏ ଗୁଧାଲା ବନ୍ଧର ଘଟେ

ଘାଟ ଗୁଣ୍ଡା୍ଲ କରି କରି

ବନ୍ଦ ଭିତରେ ଲୁକଲୁକାନୀ

ଅଏନଠୁଁ ଘର ର ଖେତର ପେତେନ୍ ନଚା

ମକାରୁ ର ପିଲା କେଲିବାଡି ମାରଲା ଲେଖେନ

ମନ ଉଡି କରି ଚିତରୀ ଗଲା ।


ରାମୁକାକାର ଖାକ ପିଟା ହସି

ସୁକୁଟି ସାହୁର କେରଚି ଚେହେରା ଦେଖଲେ

ଛୁଟା କୁକୁର ର ବାଟ ଚଲା

ଦାନ୍ତରୀ ବୁଢ଼ୀ ର ଲମହା କୁହା ଦାତ

ହସଲା ଲେକେଂ ଇ ସମିଆ

ପୁରା କୁରକୁଟି କରି ଦଉଛେ ।


ଝାରୁ ବୁଢ଼ା ର ଅଣ୍ଟା ନେ ଭାଙ୍ଗଡୁବି

ପଂରା ପଂରା କୁକୁର ଛୁଆ ର ଖେଳ

ଗାଏ ଗୁହାଳ ର ଦାମୁର ଛୁଆ

ଶଳା ବୁଢା ର ପାଉଜ କମାଲ

ଛୁଆ ଦିନ ର ବାଡ଼ି ଡେ଼କ ଡେଗାନି ମେତାନ

ଉସତେ ଦେଖତ ଇ ମନ ଡେଗୀ ଯାଉଛେ ।


ଗାଁ ଖୁଲ ର ତୋର ତିତି ଡେହେଁକା

ଗୁଟେ ଗୁଡ଼େ ପତର ଅନାତି

ନରଧି ନରଧି କରି ବିଷ ଅମୃତ

ଖରା ମାସେ ତୋର ବାରି ରଜନୀଗନ୍ଧା ର କଂହର

ଟଙ୍ଗା ଟେ କର ବରଫ ଖିଆ

ବରଗଛ ର ସେ ଲମହା ଦୁଲି

ମୋର ସାଙ୍ଗର ଅଇଁଠା ଚକଲେଟ ମେତାନ

ମନ ବି ଚାଁଟି ହେଇଗଲାନ ।


ନୂଆ ବୁଆସେନ ର ଚୁଡ଼ି ପିନ୍ଧା

ମିନବଜାର ର ଲେହେଟି ଦୁଲି

ପାହାଡ଼ ଉପରେ ମାକଡୀ ବିହା

ଫଟା ଖପରୁ ଜନ ରାଏତ ନେ ଡୁଙ୍ଗୁଛେ

ଇ ପିଲା କାଏଁ କରୁଛେ ବଲି

ସତେ ଯେନ୍ତା ଇ ମନ ବୁପରା

କଲମସକେଇ କରି ଡେଗୀ ଡେଗୀ ହସୁଛେ ।


Rate this content
Log in

Similar oriya poem from Comedy