STORYMIRROR

Akshayakumar Dash

Action Fantasy Inspirational

3  

Akshayakumar Dash

Action Fantasy Inspirational

ଚୁମ୍ବନ

ଚୁମ୍ବନ

1 min
242

କୋଟିଏ ମୂଲ୍ୟ ଠାରୁ

ଅଧିକ କ୍ରିୟାଶୀଳ

ଆନଂଦ ର ମୂଲ୍ୟ

ପ୍ରେମର ମୂଲ୍ୟ,

ହୃଦକୁ ହୃଦୟ ସହିତ ସେତୁ

ସମ୍ପର୍କର ପଥ

ସହନୁଭୁତିର ଡୋରି

ଅତ୍ମୀୟତାର ମୂଲ୍ୟ 

ଅର୍ଥରେ ମପା ଯାଏନି

ଯେମିତି ଜୀବନ,ଜଳ, ଆଲୋକ

ଆଉ ଧରିତ୍ରୀ ମାତା

ତାର ସନ୍ତାନକୁ ଧରି ରହିଥାଏ

ବିନା ମୂଲ୍ୟରେ

ବହୁ ଯତ୍ନରେ ।

ପକ୍ଷୀର ନିଡ଼ ପରି

ଜଗତର ସମସ୍ତ ଦୁଃଖ ଭୂଲି

ମା ପକ୍ଷୀ ତାର ସନ୍ତାନକୁ ଆହାର ଦିଏ

ଥଂଟକୁ ଥଂଟରେ ଘଷି

ପୁରୁଷ ପକ୍ଷୀଟି ଉଡ଼ିଆସି

ଆଣିଦିଏ ଆହାର 

ମାଇପକ୍ଷୀକୁ ଭରିଦିଏ ଚୁମ୍ବନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Action