STORYMIRROR

Chittaranjan Lenka

Inspirational Others Abstract

2  

Chittaranjan Lenka

Inspirational Others Abstract

ଚିନ୍ତା

ଚିନ୍ତା

1 min
13.9K


ତୁମ ପଦେ କଥା  ଯଦି କାହା ମନେ

ଆଣେ ଆନନ୍ଦ ଅପାର

ସେ ପଦିକ କଥା    କାହିଁକି ରୋକୁଛ

ଆହେ ପ୍ରିୟ ବନ୍ଧୁ ମୋର


ତୁମ ପଦେ କଥା  ଯଦି କାହା ମନେ

ଆଘାତ ଦିଏ ପ୍ରଖର

ସେ ପଦିକ କଥା      କହିବା ପୂର୍ବରୁ

ବାରମ୍ବାର ଚିନ୍ତା କର


ଚିତ୍ତ ରଞ୍ଜନ ଲେଙ୍କା (କଟକ)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational