STORYMIRROR

kahnu charan sahu

Abstract

3  

kahnu charan sahu

Abstract

ଛଳନା

ଛଳନା

1 min
11.7K


ଏ ଏମିତି ଏକ ଶବ୍ଦ

ଯାହାର ସ୍ପର୍ଶରେ

ଭାଙ୍ଗି ଚୁରମାର ହୋଇଯାଏ

ତାଜ ମହଲ ପରି

ପବିତ୍ର ପ୍ରେମର ସନ୍ତକ

ଛଳନାର ଆଘାତରେ

ମହାତ୍ମା ପାଲଟି ଯାଏ ପଶୁ

ପବିତ୍ର ପ୍ରେମ ହୋଇଉଠେ

ବିଷାକ୍ତ ବିସ୍ପୋରକ

ପ୍ରତି ମୁହୂର୍ତ୍ତରେ

ଜଳାଏ ଅନ୍ତରକୁ

ବାଧ୍ୟ କରେ

କିଛି ନୂଆ ଘଟଣା ଭିଆଇବାକୁ ....!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract