Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Romance

3  

Bijay Prusty

Romance

ଚହଲା ମନର ଗୀତ

ଚହଲା ମନର ଗୀତ

1 min
153



ସଖୀ ତୁମେଏକ ମଧୁର ସଂଳାପ

ହୃଦୟର ଭରା ଗୀତ

ସଖୀ ତୁମେଏକ ତୋଫା ଜହ୍ନରାତି

ସଫେଦ ଚଇତି ଓଠ I

ସଖୀ ତୁମେ କେଉଁ ପ୍ରବାଳ ଦୀପର

ଝିଲିମିଲି ରଙ୍ଗ ଜ୍ୟୋତି

ସଖୀ ତୁମେ କେଉଁ ସାଗର କୂଳର

ଶାମୁକା ଗର୍ଭରେ ମୋତି I

'ମରଣ ଦୁଆରେ ତୁମେ ସଖୀ ଏକ

ଜୀବନର ରୂପକଳ୍ପ

ଘନ ଅନ୍ଧକାରେ ତୁମ ରୂପ ଜ୍ୟୋତି

ଦିଶୁଥାଏ ଅଳ୍ପ ଅଳ୍ପ I

ଦରଦୀ ପ୍ରାଣର ଗୀତଟିଏ ତୁମେ 

ବେସାହାରା ରାତି କୋଳେ

ତୁମରି ଚିନ୍ତନ ଚହଲାଏ ମନ

ସପନରେ ଆଖି ଭରେ I

       


Rate this content
Log in

Similar oriya poem from Romance