Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Brundabana Pradhan

Tragedy

2  

Brundabana Pradhan

Tragedy

ଛାଇ

ଛାଇ

1 min
137


ମୋ ଅଜାଣତରେ 

ତା ଛାଇ ମୋ ପାଖକୁ ଆସି 

ମୋତେ ଏକା ଚକିତ କରେ। 

ଥରକୁ ଥର 

ସ୍ୱପ୍ନରେ ବିଭୋର ହୋଇ

ତା ଛାଇ କୁ ଦେଖିଛି ।

ସେ ପାଖକୁ 

ସବୁବେଳେ ଆସୁଛି 

ଅଥଚ ଆସିବାର ଅଭିନୟ କରୁଛି। 

ମୁଁ ଠିକ୍ 

ଜାଣିଛି ତା ଛାଇ ମତେ ଏକା 

ପରିହାସ କରୁଛି ।


Rate this content
Log in

Similar oriya poem from Tragedy