STORYMIRROR

Jagannath Das

Inspirational

3  

Jagannath Das

Inspirational

ଚାଳଘର

ଚାଳଘର

1 min
145



ମୋର ନିଜର ଅଛି ଚାଳଘର

ଆଜିର ସରକାର ସବୁ ମାଗଣା ବାଣ୍ଟିଲେ

କେହି ଚାଷ ବି କଲେନି

କାମ ବି କଲେନି

ମଦ ପିଇ ବୁଲିଲେ ଘର କୁ ଘର

କେମିତି କରିବି ମୁଁ ଘର ଛପର ।

ଏହି ବର୍ଷା ଦିନେ

ଚାଳ ଛପର ର 

ଚାରି ଆଡେ ଗଳୁଛି ପାଣି

ପୋକ ଜୋକ ଙ୍କ ର ଅଟେ ମଶାଣି

ଦୁଃଖ ଦୈନ୍ୟ ତାରେ ଜୀବନ କାଟୁଚି

ତଥାପି ସାହାରା ହୋଇଛି

ମୋ ଚାଳ ଘର ।

ଶୀତ, ଖରାରେ ଭାରି ଆରାମ

ଲାଗଇ

ଏ,ସି ଭଳି ଥଣ୍ଡା ଲାଗଇ ଘର

ସରକାର ପକାଘର ବାଣ୍ଟିଲେ ବି

ଗରିବ ଟି ଖୋଜେ ସେହି

ଚାଳ ଘର ।

ଏବେ ଜଙ୍ଗଲ, ଗଛ ବୃଚ୍ଛ ନାହିଁ

ଅମ୍ଳଜାନ ଯାଇଛି ଶୋଷଣ ହୋଇ

ସତେ ରାଗିଛନ୍ତି ଅରୁଣ ସାଇଁ

ଅଙ୍ଗାରକାମ୍ଳ ତାପେ 

ପ୍ରଚଣ୍ଡ ଗରମରେ ଆଗକୁ

ଧନି ବି କରିବେ ଏଇ

ଚାଳ ଘର।


Rate this content
Log in

Similar oriya poem from Inspirational