STORYMIRROR

Jhililata Sahoo

Inspirational

3  

Jhililata Sahoo

Inspirational

ଗୁରୁ

ଗୁରୁ

1 min
329

ଗୁରୁ ଯେ ଗୀତା ଭାଗବତ

ଗୁରୁଙ୍କ ପଦେ ମଥା ନତ

ଗୁରୁ ଯେ ସାକ୍ଷାତ ଈଶ୍ୱର

ଗୁରୁଙ୍କୁ ନ ମଣିିିବ ପର 

ଗୁରୁ ଯେ ବ୍ରହ୍ମା ବିଷ୍ଣୁ ଶିବ

ଗୁରୁଙ୍କ ଠାରେ ରଖ ଭାବ

ଗୁରୁ ଯେ ଦୂରାନ୍ତି ଅନ୍ଧାର

ଗୁରୁଙ୍କ ପାଇଁଁ ଜ୍ଞାନୀ ସର୍ବଲୋକ 

ଗୁରୁଙ୍କୁୁ କରୁଛି ବନ୍ଦନା

ପାରି କରିବେ ଦୁୁଃଖ ସିନା

ଗୁରୁ ଙ୍କୁ ଚିତ୍ତ ଶୁୁଦ୍ଧ ଅଟେ

ଜ୍ଞାନ ଓ ଆଲୋକ ପ୍ରକଟେ । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational