STORYMIRROR

Jhililata Sahoo

Abstract

3  

Jhililata Sahoo

Abstract

ଟିକି ଟିକି

ଟିକି ଟିକି

1 min
217

ଟିକି ଟିକି ତାରା ସୁନୀଳ ଆକାଶେ

ଆହାକି ସୁନ୍ଦର ଦିଶେ

ଟିକି ଟିକି ଫୁଲ ଭରା ବଗିଚାରେ

ମଧୁୁର ମହକେ ବାସେେ

ଟିକି ଟିକି ପିଲା ଖେଳ ପଡିଆରେ

କେଡେ ଆନନ୍ଦେେ ଖେେେେଳନ୍ତତି

ନାନା ଗୀତ ଗାଇ ମନ ମଉଜରେ

ହସିିଖେଳିିି ନାଚୁଥାନ୍ତି

ଟିକି ଟିକି ଦୀପ ଆଲୋକ ବିିତରି

ଅନ୍ଧାର କରଇ ଦୂୂୂର

ଟିକି ଟିକି ତାରା ମହାବୃକ୍ଷ ହୋଇ 

କରେେ ନାନା ଉପକାର।  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract