STORYMIRROR

Jhililata Sahoo

Others

2  

Jhililata Sahoo

Others

ଦୀପାବଳି

ଦୀପାବଳି

1 min
154

ଲକ୍ଷ୍ମୀ ପୂଜା ଗଲା

ଆସିଅଛି ଦୀପାବଳି

ଧରା ଅବ ତରି ପୂଜା ମଣ୍ଡପେ

ଆସିଯିବେ ମହାକାଳୀ

କାଳୀପୂଜା ସଙ୍ଗେ ଦୀପାବଳି ହେବ

ଜଳାଯିବ ଦୀପପୁଞ୍ଜ

ଅନ୍ଧକାର କାଟି ଆଲୋକିତ ହେବ

ଅସ୍ତ ହେଲା ପରେ ସୂର୍ଯ୍ୟ

ଦୀନ ଦାନ ସଙ୍ଗେ ପିଣ୍ଡଦାନ ହେେବ

ଘରେ ହୋଏ ପିଠା ପଣା ।

କାଉଁରିଆ କାଠି ଜଳାଇବୁ ପୁଣି

ପୂୂୂର୍ବଜ ନ ହେଲେବଣା

ପ୍ରଭୁ ରାମଚନ୍ଦ୍ର ବନବାସ ସାରିି

ଫେରିଥିଲେ ଏହି ଦିିନ

ରାଜାଙ୍କୁୁ ସ୍ଵାଗତ କରିବାକୁୁ ପ୍ରଜା କରିିଥିଲେ ଦୀପ ଦାନ  

ଏହି  ଦୀପାବଳି ସମସ୍ତଙ୍କ ମନେ ଆଣିିଦେଉ ଖୁସି ଭରେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍