STORYMIRROR

Jhililata Sahoo

Classics

4  

Jhililata Sahoo

Classics

ଜଗନ୍ନାଥ

ଜଗନ୍ନାଥ

1 min
389

ଜଗନ୍ନାଥ ନାମ ତୁଣ୍ଡରେ ଧରିଲେ

ଦିିିିଶିଯାାଏ ଶ୍ରୀମନ୍ଦିର

ନୀଳାଚଳ ଧାମ ପତିିିିତପାବନ

ନେତ ଉଡେ ଫରଫର ।

ମୋର ଗା ଦାଣ୍ଡ ଲାଗୁଅଛି ମୋତେ

ସତେ ଅବା ବଡ଼ଦାଣ୍ଡ

ମାଉସୀ ମାଆର ଗୁଣ୍ଡିଚା ମନ୍ଦିର

ଲାଗଇ ମୋ ଗାଁ ମୁୁଣ୍ଡ ।

ଗାଁ ଦାଣ୍ଡ ଧୂୂୂୂଳି ମୁଣ୍ଡରେ ମୁୁଁ ବୋଳି

କାଳିଆ ନାମକୁ ଧରି

ମତେ ଲାଗୁୁଅଛିିି‌ ମୁଁ ଯେ ଆସିିିଅଛିି

ନିଳାଚଳଧାମ ପୁୁରୀ । 



Rate this content
Log in

Similar oriya poem from Classics