STORYMIRROR

Pramila Mohanty

Inspirational

4  

Pramila Mohanty

Inspirational

ଚାଲ ଆମେ ବାଟକୁ ଆସିବା

ଚାଲ ଆମେ ବାଟକୁ ଆସିବା

1 min
235


ଚାଲ ଆମେ ବାଟକୁ

ଆସିବା ହୁଡିବାନି ଆଉ ପଥ

ହୁଡି ଗଲେ ପଥ କଷଣ ପାଇବା

ଚରିତ୍ର ହୋଇ ଯିବ ନଷ୍ଟ

ଚରିତ୍ର ଟି ଅଟେ ଅମୂଲ ମୂଲ

ବଦଳି ଯିବ ଜୀବନର ମାର୍ଗ ହୋଇଯିବ କଣ୍ଟକିତ

କରିବାନି ଅପକର୍ମ 

ଅନ୍ତକାଳେ ମିଳିବନି ମୁକ୍ତି

ପାଇବା ଯାତନା ହୋଇ ନିର୍ଯାତିତ

ବେଳ ଥାଊ ଥାଉ ବାନ୍ଧି ଦେବା

ବନ୍ଧ ମିଳିଯିବ ସ୍ବର୍ଗ ସୁଖ

ଚାଲ ଆମେ ଫେରି ଆସିବା

ବାଟକୁ କରିବାନି ଆଉ 

  ଅପକର୍ମ

ଭୂଲି ବାନି ମାନ ଧର୍ମ

ଜୀବନ ଟା ଅଟେ ଦୁର୍ଲ୍ଲଭ

ସତ୍ ପଥ ସତ୍ କର୍ମ ବଦଳାଇ

ଦିଏ ସର୍ବ ବିପଥଗାମୀ ମାର୍ଗ

ବାଟକୁ ଆସିଲେ ସମାଜରେ

ପାଇବା ସମ୍ମାନ ହୋଇବା

ପ୍ରଶଂସାର ପାତ୍ର

ଆସିବା ଵାଟକୁ ବୋଲାଇବା

ଉତ୍ତମ ଚାଟ

ମନକୁ କରିବା ସଂଯତ

ମନ ମନ୍ଦିର ର ଖୋଲି ଦେବା

ରୁଦ୍ଧ ଦ୍ଵାର ହୋଇବା ସଭିଏଁ ଶକ୍ତ

ହୋଇବା ଆମେ ପବିତ୍ର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational